About

ଖୁସି, କେତେ ଛୋଟ ଶବ୍ଦ ଟିଏ , ଅଥଚ ମହାର୍ଘ ତାର ଅନୁଭୂତି । ଛୋଟ ଛୁଆଟିଏ ଖୁସି ହୁଏ ଛୋଟ ଛୋଟ କଥାରେ । ହସି ହସି ଲୋଟି ପଡେ । ଧୀରେ ଧୀରେ ସେ ବଡ ହୁଏ । ଖୁସି ଚିହ୍ନିବାରେ ଅସମର୍ଥ ହୋଇପଡେ । ଫାଙ୍କା ହୋଇଯାଏ ହୃଦୟ । ହୃଦୟ କୁ ଉଲ୍ଲସିତ କରୁଥିବା ଖୁସି ତା’ ଆଖିରେ ପଡେନା । ବଡ଼ବଡ଼ ଖୁସି ଖୋଜିବାର ଚେଷ୍ଟାରେ ଛୋଟ ଛୋଟ ଖୁସି ଅପହଞ୍ଚ ହୋଇଯାଏ । ନିଜ ଅଜାଣତରେ ନିଃସ୍ୱ ହୋଇପଡେ ସେ । ଏମିତି କିଛି ଖୁସିକୁ ହୃଦୟରେ ସାଉଁଟି ଧରିବାର ପ୍ରୟାସରେ ଏ ଗଳ୍ପଗୁଚ୍ଛ ।

6 thoughts on “About

  1. Manoj Satpathy's avatar Manoj Satpathy

    Congratulations Madam. You have hosted a site with short stories. Excellent site for short story lovers like me. Pl keep posting your stories regularly.
    With best wishes.
    Manoj Satpathy

    Like

    1. Netrananda Parida's avatar Netrananda Parida

      Nice one Suchitra
      Excellent site For Short story lovers like me,I hv read your book DHARA RE AMARAVATI.Hope you will continue writing these stories which are very realistic & contemporary.

      Liked by 1 person

  2. Biswajit Mohapatra's avatar Biswajit Mohapatra

    ଅନେକ ଅନେକ ଅଭିନନ୍ଦନ ସୁଚିତ୍ରା। ଆଶା କରୁଛି ତୁମ ଲେଖନୀ ନିଃସୃତ ରୁଚିପୁର୍ଣ କ୍ଷୁଦ୍ରଗଳ୍ପ ସମୂହ, ଓଡ଼ିଆ ଭାଷା ତଥା ଓଡ଼ିଶାର ପରମ୍ପରା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିବାରେ ସହାୟକ ହେବ।

    Liked by 1 person

  3. Asima's avatar Asima

    Apa your every story has a different taste and emotion.simple but touchy.you expressed and penned each one so nicely.lots of love snd respect🙏

    Like

Leave a reply to Suchitra Mishra Cancel reply